Previous Episode: Looking Happy
Next Episode: Humanity

ଝିଅମାନେ ପାଠପଢି କ’ଣ କରିବେ? ଝିଅମାନେ ବାହରେ ନ ବୁଲି ଘରକାମ କରିବା ଉଚିତ। ଅଧିକାଂଶ ଲୋକ ଝିଅମାନଙ୍କୁ ନେଇ ଏମିତି କେତେ କଥା ଚିନ୍ତା କରିଥାଆନ୍ତି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ବର୍ଫି ତିଆରି ପ୍ରତିଯାଗିତା’ ଅଧ୍ୟାୟରେ ବାଳିକାମାନଙ୍କ ପାଠପଢା ଉପରେ ଗୁରୁତ୍ଵ ଦିଆଯାଇଛି।